ବଡଚଣାରେ ଅର୍ନ୍ତଜାତୀୟ ମାନବାଧିକାର କାର୍ଯ୍ଯାଳୟ!

ଅଷ୍ଟିନ୍ ନ୍ଯୁଜ/ଯାଜପୁର ତା-୧୯-୦୯-୨୦୨୨ ଅର୍ନ୍ତଜାତୀୟ ମାନବାଧିକାର ରକ୍ଷକ ସମିତି ପକ୍ଷରୁ ବଡଚଣା ବ୍ଲକର ସାଉଡିଆ ପଞ୍ଚାୟତ ତାଳୁଆ ବାଲିକୁଦାଠାରେ ଏକ ନୂତନ କାର୍ଯାଳୟ ଉଦଘାଟନ କରାଯାଇଛି।ମାନବାଧିକାର ସମ୍ବନ୍ଧିତ ଏକ ଆଲୋଚନା ଚକ୍ର ମଧ୍ଯ ହୋଇଥିଲା।ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ସଭାରେ ପ୍ରାକ୍ତନ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଞ୍ଚାନନ ଧଳ ଅଧ୍ଯକ୍ଷତା କରିଥିଲେ।ଫାଉଣ୍ଡର ମୀନକେତନ ପଟ୍ଟନାୟକ,ରାଜ୍ୟ ସଭାପତି ଜିତେନ୍ଦ୍ର ପାତ୍ର,ଜାତୀୟ ସଭାପତି ରାଜେଶ ରାଉତ,ଜାତୀୟ ସମ୍ପାଦକ ନରେଶ ମସୁକରା,ରାଜ୍ୟ ସାଧାରଣ ସମ୍ପାଦକ ବିଶ୍ବଜିତ ମଲିକ,ରାଜ୍ୟ ସାଧାରଣ ସମ୍ପାଦିକା ସୁଭାସିନୀ ବଳ,ଯାଜପୁର … Continue reading ବଡଚଣାରେ ଅର୍ନ୍ତଜାତୀୟ ମାନବାଧିକାର କାର୍ଯ୍ଯାଳୟ!